Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିସର୍ଜନ ବେଳେ ଅଘଟଣ;  ଭାସିଗଲେ 4 ଛାତ୍ର

Smruti Parija
Browse all articles by Smruti Parija
·1 year ago
ବିସର୍ଜନ ବେଳେ ଅଘଟଣ;  ଭାସିଗଲେ 4 ଛାତ୍ର

ମୟୂରଭଞ୍ଜ:  ଗଣେଶ ମୂର୍ତ୍ତି ଭସାଇବାକୁ ଯାଇ କେନାଲରେ ଭାସି ଗଲେ ୪ ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ନିଖୋଜ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ । ଆଜି ସକାଳ ସମୟରେ ଗଣେଶ ମୂର୍ତ୍ତି ଭଷାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ମେସ୍ ରୁ ୪ ଜଣ ଛାତ୍ର ଯାଇଥିବାବେଳେ କେନାଲରେ ଅଧିକ ପାଣି ଥିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି  । ନିଖୋଜ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
four-student-missing-during-ganesh-idol-bisarjan | Argus News