Videos
|
Odisha

OLX ରେ ଗାଡି ବିକ୍ରି କରିବା ନାରେ ଠକେଇ, ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·2 years ago
OLX ରେ ଗାଡି ବିକ୍ରି କରିବା ନାରେ ଠକେଇ, ଦୁଇ ଗିରଫ 

ଭୁବନେଶ୍ୱର:   OLX ରେ ଗାଡି ବିକ୍ରି କରିବା ନାରେ ଠକେଇ । ରେଡ ହ୍ୟାଣ୍ଡରେ ଯୁବକ ଯୁବତୀଙ୍କୁ ଧରି ଥାନାର ଜିମା ଦେଲେ ଲୋକେ । ନାଲି ରଙ୍ଗ ର ଏକ i 20 କାର କୁ ବିକ୍ରି ପାଇଁ ପ୍ରଥମେ OLX ରେ ଆଡ୍‌ ଦେଇଥିଲେ ସୌମ୍ୟ ସେଠି। ଗାଡି ଟି ଥିଲା ମାନସୀ ବେହେରା ଙ୍କ ନାମ ରେ।

ପରେ ଇଛୁକ ଗ୍ରାହକ ଙ୍କୁ ଦେଖା କରି ଗାଡି ବିକ୍ରି ନେଇ ତାଙ୍କ ସହ ଏଗ୍ରିମେଣ୍ଟ କରିବା ସହ ଆଡ଼ଭାନ୍ସ ଟଙ୍କା ଆଣୁଥିଲେ॥ ପରେ ଫୋନ ନ ଉଠେଇ ଅନ୍ୟ ଜଣେ ଗ୍ରାହକ ଙ୍କୁ ଟାର୍ଗେଟ କରୁଥୁଲେ। ଏଭଳି 4 ରୁ ଅଧିକ ଲୋକଙ୍କୁ ଠକିବା ପରେ ଆଜି  ଉଭୟଙ୍କୁ ଧରି ବରଗଡ଼ ଥାନା ର ଜିମା ଦେଇଛନ୍ତି ଠକେଇ ର ଶିକାର ହୋଇଥିବା ବ୍ୟକ୍ତି। 
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fraud for selling vehicles on OLX, two arrested | Argus News