Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣାରେ ଔଷଧ 

Manini Pattanayak
Browse all articles by Manini Pattanayak
·2 years ago
ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣାରେ ଔଷଧ 

ଅନୁଗୁଳ: ଅନୁଗୁଳ କିଶୋରନଗର ବ୍ଲକ କଦଳୀମୁଣ୍ଡା ପଂଚାୟତ ରାମକୃଷ୍ଣ ଆଶ୍ରମ ଦୋହଲି ଠାରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି I ସ୍ୱାସ୍ଥ୍ୟ ଶିବିରରେ କିଶୋରନଗର ବ୍ଲକ ର ବିଭିନ୍ନ ଗ୍ରାମରୁ ବୃଦ୍ଧ, ମହିଳା ଙ୍କ ସମେତ କଲେଜ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ନେଉଛନ୍ତି I

ସ୍ୱାସ୍ଥ୍ୟ ସେବା ଶିବିରରେ  ଅଂଚଳର ସହ ସହ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ବିକାଶ ଫାଉଣ୍ଡେସନ ଟ୍ରଷ୍ଟକୁ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନ ମନ୍ତ୍ରୀ ଙ୍କ ଧନ୍ୟବାଦ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଏଭଳି ସ୍ୱାସ୍ଥ୍ୟ ସେବା ଶିବିର କଲେ ଅଂଚଳର ଗରିବ ଲୋକ ମାନେ ଉପକୃତ ହୋଇ ପାରିବେ ବୋଲି ମନ୍ତବ୍ୟ ଦେଇଛନ୍ତି I 
 

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Free Health Care Camp organized by Vikas Foundation Trust at Angul Kishorenagar Block Kadalimunda Retreat Ramakrishna Ashram Dohli | Argus News