Videos
|
Odisha

ପରଲୋକରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ

Arpita Mohanty
Browse all articles by Arpita Mohanty
·2 years ago
ପରଲୋକରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ

ଅର୍ଗସ ବ୍ୟୁରୋ : ନୀଳଗିରି ବ୍ଲକ ନରସିଂହପୁର ପଂଚାୟତର ଗର୍ବ ଆଉ ଗୌରବ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଅନନ୍ତଚରଣ ଖଟୁଆ ଆଜି ୯୬ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ଶରୀର ଅସୁସ୍ଥତା କାରଣରୁ ରୋଗ ଶଯ୍ୟାରେ ଥିଲେ।

ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମ କରି ଜେଲ କାରାବରଣ କରିଥିଲେ। ଖବର ପାଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ ତାଙ୍କ ବାସଭବନରେ ପହଞ୍ଚି ମର ଶରୀରରେ ଜାତୀୟ ପତାକା ଦେଇ ପୁଷ୍ପମାଲ୍ୟ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Freedom fighter | Argus News