Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ

Rashmita Mishra
Browse all articles by Rashmita Mishra
·1 year ago
ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ନୂଆଁଖାଇ ପରବ। ନୂଆଦିଲ୍ଲୀ ଜୁହାର ପରିବାର ପକ୍ଷରୁ "ନୂଆଁଖାଇ ପରବ ଆରମ୍ଭ ହୋଇଛି । ଏଥିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାଙ୍ଗରେ ଥିଲେ ତାଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଧାନ । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।  ଜବାହାରଲାଲ୍ ନେହରୁ ଷ୍ଟାଡିୟମର wait lifting ଅଡିଟୋରିୟମ ପୁରା ସମ୍ବଲପୁରୀ ନାଚ, ଗୀତରେ ଦୁଲୁକୁଥିଲା । ଏ କାର୍ଯ୍ୟକ୍ରମ ୨ ଦିନ ଧରି ଚାଲିବ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored