Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୃହ ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ପର୍ଯ୍ୟନ୍ତ ଗୃହ ମୁଲତବି

Swayangprajna Mishra
Browse all articles by Swayangprajna Mishra
·1 year ago
ଗୃହ ଆରମ୍ଭରୁ ହଟ୍ଟଗୋଳ, ସାଢ଼େ ୧୧ପର୍ଯ୍ୟନ୍ତ ଗୃହ ମୁଲତବି

ଅର୍ଗସ ବ୍ୟୁରୋ : ଚତୁର୍ଥ ଦିନ ଗୃହ କାର୍ଯ୍ୟ ଆରମ୍ଭରୁ ବି ସମାନ ସ୍ଥିତି। ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟଗୋଳ । ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଲେ ବିଜେଡି ବିଧାୟକ ମାଧବ ଧଡ଼ା । ବିଧାୟକ ଯୋଗେଶ ସିଂ ମଧ୍ୟ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଲେ ।

ଅଧିକ ପଢନ୍ତୁ : ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ, ଗୃହ ସ୍ୱାଭାବିକ ହେବା ଆଶା କ୍ଷୀଣ

ଅନ୍ୟପଟେ ସିଢ଼ି ପାହାଚ ଦେଇ ବିଜେଡି ବିଧାୟକ ରୋହିତ ଜୋଶେଫ ତିର୍କି ଓ ବିଶ୍ବ ମଲିକ ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଯିବାକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ସାଢ଼େ ୧୧ପର୍ଯ୍ୟନ୍ତ ଗୃହକୁ ମୁଲତବି କଲେ ବାଚସ୍ପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From the beginning of the house, it will be hot until half past eleven | Argus News