Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମସ୍ତଙ୍କ ନଜର ଆଗାମୀ ୪ ତାରିଖ ଉପରେ

Banajyotshna Ray
Browse all articles by Banajyotshna Ray
·2 years ago
ସମସ୍ତଙ୍କ ନଜର ଆଗାମୀ ୪ ତାରିଖ ଉପରେ

ଅର୍ଗସ ବ୍ୟୁରୋ: ପୁଲିଂ ପାର୍ଟି ଷ୍ଟ୍ରଙ୍ଗ ରୁମ କୁ ନେଇ ଆସିଲେ EVM ମେସିନ ରେ ପ୍ରାର୍ଥୀଙ୍କ ଭବିଷ୍ୟତ।ସମସ୍ତଙ୍କ ନଜର ଆଗାମୀ ଚାର ତାରିଖ! ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପୁଲିଙ୍ଗ  ପାର୍ଟି ବୁଥ ରୁ ଷ୍ଟ୍ରଙ୍ଗ ରୁମ କୁ ଆସି ପହଂଚିଛନ୍ତି।ତେବେ ନେଇ ସମସ୍ତ ପୁଲିଂ ପାର୍ଟି ନିଜ ନିଜ ବୁଥରୁ ଖୁବ୍ ସୁରକ୍ଷିତ ମତଦାନ ପ୍ରକ୍ରିୟା ଶେଷ କରି ସୁରକ୍ଷିତ ଷ୍ଟ୍ରଙ୍ଗ ରୁମ କୁ ଫେରି ଆସିଥିବା ସୂଚନା ଦେଇଛନ୍ତି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ,ତେଣୁ ପ୍ରଶାସନ କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି ପୋଲିଙ୍ଗ ପାର୍ଟି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Future of candidate in EVM machine | Argus News