Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଉପଖଣ୍ଡ ମାନ୍ୟତା ଦାବିରେ ଜି.ଉଦୟଗିରି ବନ୍ଦ

Odisha

ଉପଖଣ୍ଡ ମାନ୍ୟତା ଦାବିରେ ଜି.ଉଦୟଗିରି ବନ୍ଦ

Ritu Das
Browse all articles by Ritu Das
·2 years ago
ଉପଖଣ୍ଡ ମାନ୍ୟତା ଦାବିରେ ଜି.ଉଦୟଗିରି ବନ୍ଦ

ଅର୍ଗସ ବ୍ୟୁରୋ: ଜି .ଉଦୟଗିରିକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବିରେ ଆଜି ୨୪  ଘଣ୍ଟିଆ ଜି. ଉଦୟଗିରି  ଘଣ୍ଟିଆ ବନ୍ଦ ଡାକରା  ଶନିବାର ସକାଳ ୫ ଘଣ୍ଟା ଠାରୁ ରବିବାର ସକାଳ ୫ଘଣ୍ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଦୋକାନବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। 

ଉଦୟଗିରି ସମେତ କଳିଙ୍ଗା, ଗ୍ରେଶୀଙ୍ଗିଆ, କତୀଙ୍ଗିଆ ପ୍ରବେଶ ପଥ ବନ୍ଦ  ରହିବ। ଜି.ଉଦୟଗିରି ପ୍ରେସ କ୍ଲବ ସମେତ ୨୨ ଗୋଟି ସ୍ବେଚ୍ଛାସେବୀ ସଂଗଠନ ଏହି ବନ୍ଦ  ଡାକରା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
G. Udayagiri closed | Argus News