Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଡିଓ କନ୍ଫରେନ୍ସିଂରେ ଯୋଡି ହୋଇ ଜନମଙ୍ଗଳକାରୀ ପ୍ରକଳ୍ପର ଲୋକାର୍ପଣ କରିବେ ଗଡକରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଭିଡିଓ କନ୍ଫରେନ୍ସିଂରେ ଯୋଡି ହୋଇ ଜନମଙ୍ଗଳକାରୀ ପ୍ରକଳ୍ପର ଲୋକାର୍ପଣ କରିବେ ଗଡକରୀ

ଅର୍ଗସ ବ୍ୟୁରୋ : ଆଜି ଓଡ଼ିଶାକୁ 6 ହଜାର 6ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନୀତିନ ଗଡ଼କରୀ । ଭିଡିଓ କନ୍ଫରେନ୍ସିଂରେ ଯୋଡି ହୋଇ ଜନମଙ୍ଗଳକାରୀ ପ୍ରକଳ୍ପର କରିବେ ଲୋକାର୍ପଣ । ରାଷ୍ଟ୍ରୀୟ ରାଜମାର୍ଗ ପରିଯୋଜନା ଅଧିନରେ ପ୍ରକଳ୍ପର କରିବେ ଶିଳାନ୍ୟାସ ।

ଅଧିକ ପଢନ୍ତୁ : ଆଜି ଓଡ଼ିଶା ଆସିବେ ନୀତୀନ ଗଡ଼କରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gadkari will launch the public welfare project through video conferencing | Argus News