Ganesh Puja 2026 / ଆଜି ପବିତ୍ର ଗଣେଶ ଚତୁର୍ଥୀ; ଅଗ୍ରପୂଜ୍ୟଙ୍କ ଆବାହନ ଲାଗି ସବୁଠି ଉତ୍ସାହ ଓ ଭକ୍ତିମୟ ପରିବେଶ
·1 hour ago·2 min read

Key Points
ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ରାଜଧାନୀ
ରାଜ୍ୟରେ ସବୁଠି ଭକ୍ତିମୟ ପରିବେଶ
ରାଜ୍ୟରେ ସବୁଠି ଭକ୍ତିମୟ ପରିବେଶ
ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପଲ୍ଲିରୁ ଦିଲ୍ଲୀ । ଶ୍ରୀଗଣେଶଙ୍କ ଆବାହନ ଲାଗି ସବୁଠି ଅତ୍ୟନ୍ତ ଉତ୍ସାହ ଓ ଭକ୍ତିମୟ ପରିବେଶ । ସକାଳୁ ସକାଳୁ ବିଭିନ୍ନ ପୂଜା ମଣ୍ଡପ, ଶିକ୍ଷାନୁଷ୍ଠାନ ଏବଂ ଘରେ ଘରେ ସାଜସଜ୍ଜା ଆରମ୍ଭ ହୋଇଗଲାଣି । ବିଦ୍ୟାଳୟଗୁଡ଼ିକରେ ଜମିବାରେ ଲାଗିଛି ଛାତ୍ରଛାତ୍ରୀଙ୍କ ଭିଡ଼ । ଛକ ଛକରେ ସୁଉଚ୍ଚ ପେଣ୍ଡାଲ ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳା ଓ ସୁସଜ୍ଜିତ ତୋରଣରେ ଶୋଭା ପାଉଛନ୍ତି ଗଜାନନ । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଥିମରେ ପେଣ୍ଡାଲ ସଜ୍ଜା ହୋଇଥିବା ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
- ମତ୍ସ୍ୟ ଉପରେ ବିରାଜମାନ ଶ୍ରୀଗଣେଶ
- ହାତରେ ମୂର୍ତ୍ତି ଧରି ସ୍କୁଲରେ ପହଞ୍ଚିଲେ ଛାତ୍ରଛାତ୍ରୀ
- କାନ୍ତାରା ମନ୍ଦିର ଶୈଳୀରେ ତୋରଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଗଣେଶ ଚତୁର୍ଥୀରେ କେମିତି କଟିବ ଆପଣଙ୍କ ଦିନ ? ପଢନ୍ତୁ ଆଜିର ରାଶିଫଳ
- ଗଜାନନଙ୍କ ପାଇଁ ନୂଆସାହିରେ ୭୦ ଫୁଟ୍ ଉଚ୍ଚ ତୋରଣ
Related Topics
Explore more stories