Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୋଟ ଗଣତି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

Ritu Das
Browse all articles by Ritu Das
·2 years ago
ଭୋଟ ଗଣତି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ

ଅର୍ଗସ ବ୍ୟୁରୋ: ଭୋଟ ଗଣତି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବଳୟରେ ଜିଲ୍ଲା ପୋଲିସ ଏବଂ ଦ୍ୱିତୀୟରେ ରାଜ୍ୟ ପୋଲିସ ତୃତୀୟରେ କେନ୍ଦ୍ରୀୟ ପୋଲିସ ନିୟୋଜିତ କରାଯାଇଛି। 

ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସପି। ସିଏପିଏଫ ତିନି କମ୍ପାନୀ ଏବଂ ଦୁଇ ପ୍ଲାଟୁନ ନିୟୋଜିତ ଅଛନ୍ତି। ୯ ପ୍ଲାଟୁନ ପୋଲିସ ଫୋର୍ସ ସହ ତିନି ଜଣ ଅତିରିକ୍ତ ଏସପି ୫ ଇନ୍ସସପେକ୍ଟର, ୧୫ ଜଣ ଏଏସଆଇ ଏବଂ ୪୦୦ ଜଣ କନେଷ୍ଟବଳ ନିୟୋଜିତ ଅଛନ୍ତି। ଅନୁମତି ପ୍ରାପ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ହିଁ ଗଣତି କେନ୍ଦ୍ରକୁ ଛଡାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganjam district administration | Argus News