Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଧାରଣ ନିର୍ବାଚନ; ବୟସ୍କ, ଦିବ୍ୟାଙ୍ଗ ଏବଂ ଅସୁସ୍ଥ ବ୍ୟକ୍ତି ଘରେ ରହି କରିପାରିବେ ମତଦାନ

Odisha

ସାଧାରଣ ନିର୍ବାଚନ; ବୟସ୍କ, ଦିବ୍ୟାଙ୍ଗ ଏବଂ ଅସୁସ୍ଥ ବ୍ୟକ୍ତି ଘରେ ରହି କରିପାରିବେ ମତଦାନ

Smruti Parija
Browse all articles by Smruti Parija
·2 years ago·1 min read
ସାଧାରଣ ନିର୍ବାଚନ; ବୟସ୍କ, ଦିବ୍ୟାଙ୍ଗ ଏବଂ ଅସୁସ୍ଥ ବ୍ୟକ୍ତି ଘରେ ରହି କରିପାରିବେ ମତଦାନ

ଭୁବନେଶ୍ୱର:  ଚଳିତ ସାଧାରଣ ନିର୍ବାଚନ ପାଇଁ ନୂଆ ବ୍ୟବସ୍ଥା । ପୋଲିଂ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଡ୍ୟୁଟି କରୁଥିବା ସ୍ଥାନରେ କରିପାରିବେ ମତଦାନ । ଏଥିପାଇଁ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ହେବ ସ୍ବତନ୍ତ୍ର ଭୋଟିଂ କେନ୍ଦ୍ର । ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ ବୟସ୍କ ଦିବ୍ୟାଙ୍ଗ ଏବଂ ଅସୁସ୍ଥ ବ୍ୟକ୍ତି ଘରେ ପଡ଼ି ରହିଥିଲେ ହୋମ ଭୋଟିଂର ବ୍ୟବସ୍ଥା ମଧ୍ୟ କରାଯାଇଛି । 

୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଟାଇମ୍ ଲାଇନ୍ ଅନୁସାରେ ଚାଲିଛି । ସମସ୍ତ ଜିଲ୍ଲାରେ ଇଭିଏମ୍ ପହଞ୍ଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ସରିଛି । ଏବେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
general election; Elderly, disabled and sick people can vote at home-All officers and staff in charge of polling can vote at the place of duty | Argus News