Videos
|
Odisha

ସ୍ୱର୍ଗତଃ ରାମକୃଷ୍ଣ ମହାପାତ୍ରଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ସରସଂଘଚାଳକ ମୋହନ ଭାଗବତ

Jitendra Dash
Browse all articles by Jitendra Dash
·2 years ago
ସ୍ୱର୍ଗତଃ ରାମକୃଷ୍ଣ ମହାପାତ୍ରଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ସରସଂଘଚାଳକ ମୋହନ ଭାଗବତ

ଅର୍ଗସ ବ୍ୟୁରୋ : ଅଖିଳ ଭାରତୀୟ ସଦଭାବନା ସହପ୍ରମୁଖ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ତଥା ବିଜେପି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ପ୍ରସାଦ ମହାପାତ୍ରଙ୍କ ପିତା ରାମକୃଷ୍ଣ ମହାପାତ୍ରଙ୍କ ଗତ ୧୮ ତାରିଖ ଦିନ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ଘଟିଥିଲା । 

ଅଧିକ ପଢନ୍ତୁ : ଭୁବନେଶ୍ବରରେ ପହଞ୍ଚିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଓଡିଶା ଗସ୍ତରେ ଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଶ୍ରୀ ମୋହନ ରାଓ ଭାଗବତ ଜୀ ଆଜି ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶ୍ରୀ ଭାଗବତ ଦିବଙ୍ଗତ ମହାପାତ୍ରଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସମବେଦନା ଜଣାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: