Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋକୁଳ ରେଷ୍ଟୁରାଣ୍ଟ ; ପଖାଳ ସହ ଦେଶୀ ଖାଦ୍ୟର ମଜା

Swayangprajna Mishra
Browse all articles by Swayangprajna Mishra
·2 years ago
ଗୋକୁଳ ରେଷ୍ଟୁରାଣ୍ଟ ; ପଖାଳ ସହ ଦେଶୀ ଖାଦ୍ୟର ମଜା

ବଲାଙ୍ଗୀର : ଆଜି ପଖାଳ ଦିବସ । ସବୁ ହୋଟେଲରେ ନାହିଁ ନଥିବା ଭିଡ । ପଖାଳ ସହ ଦେଶୀ ଖାଦ୍ୟର ମଜା ନେଉଛନ୍ତି ଲୋକେ । ଏହି ଅବସରରେ ପାଟଣାଗଡ ବସ ଷ୍ଟାଣ୍ଡସ୍ଥିତ ହୋଟେଲ ଗୋକୁଳ ରେଷ୍ଟୁରାଣ୍ଟ ରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏହି ଅବସରରେ ହୋଟେଲ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଅଧିକ ପଢନ୍ତୁ : ଗାଁଠୁ ସହର ସବୁଆଡ଼େ ଜମିବ ପଖାଳ କଂସାର ଆସର

ପଖାଳ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ଦହି ପଖାଳ ସାଙ୍ଗକୁ ଶାଗ , ବଡ଼, ମାଛ, ସନ୍ତୁଳ ଭେଣ୍ଡି ଡିସ ସହ ୧୬୦ ଟଙ୍କା ରଖାଯାଇଛି॥ ପ୍ରତିଦିନ ଏହି ହୋଟେଲରେ ଲୋକଙ୍କ ଭିଡ ହେଉଥିବା ବେଳେ ପଖାଳ ଦିବସ ପାଇଁ ଅଧିକ ଭିଡ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gokul Restaurant; Enjoy the taste of local food and water rice . | Argus News