Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

Odisha

୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

Banajyotshna Ray
Browse all articles by Banajyotshna Ray
·2 years ago
୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ଅର୍ଗସ ବ୍ୟୁରୋ:  ବାଲେଶ୍ୱରରେ ମାତିଲେ ଲୁଟେରା । ସିଂଲା ଥାନା ଅନ୍ତର୍ଗତ ନାଇକୁଡିରେ ଲୁଟ୍ । ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗୁଳି ମାରି 8 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୁର୍ତ୍ତ । ସିଂଲା ଥାନା ଅନ୍ତର୍ଗତ ନାଇକୁଡି ଗ୍ରାମର ଗହଣା ଦୋକାନୀ କାହ୍ନୁ ଚରଣ କାମିଳାଙ୍କ ଠାରୁ ଲୁଟ । ପଲସର ବାଇକରେ 6 ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରି ଗହଣା ଭର୍ତ୍ତି ବ୍ୟାଗ ଝାମ୍ଫି ନେଇ ଫେରାର ହୋଇଯାଇଛନ୍ତି । ଗୋଟିଏ ଗୁଳି ଜବଦ କରିଛି ପୋଲିସ ।ଘଟଣା ସ୍ଥଳରେ ସିଂଲା ପୋଲିସର ତଦନ୍ତ ଜାରି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Gold jewelry worth more than 8 lakh rupees was stolen by the robbers | Argus News