Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ

Ritu Das
Browse all articles by Ritu Das
·1 year ago
ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଅଳଙ୍କାର ଜବତ । ବିମାନବନ୍ଦର ସମ୍ମୁଖରୁ 24 କେଜି ସୁନା ଅଳଙ୍କାର ଜବତ କରିଛି CT GST. ଜବତ ସୁନା ଅଳଙ୍କାର ଭିତରୁ 4 କେଜି ସୁନାର ତଥ୍ୟ ପାଉନି CT GST ବିଭାଗ । ଟ୍ୟାକ୍ସ ଇନ୍‌ ଭଏସ ଓ ଉପଯୁକ୍ତ ବିଲ୍‌ ନ ଦେଖାଇ ପାରିବାରୁ ସୁନା ଅଳଙ୍କାର ଜବତ  ହୋଇଛି । 

ସିକ୍ୟୁଏଲ ଲଜିସ୍ଟିକ ସଂସ୍ଥା ଆଣୁଥିଲା ଏ ସୁନା ଅଳଙ୍କାର । ପୂର୍ବରୁ ବି ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ସୁନା ଅଳଙ୍କାର ଜବତ ହୋଇଥିଲା । ସେଥିମଧ୍ୟରୁ ଅଢେଇ କେଜି ସୁନାର ତଥ୍ୟ ମିଳିପାରିନଥିଲା ବେଳେ, ତାକୁ ଟ୍ରେଜେରୀରେ ରଖାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold ornaments | Argus News