Check Latest Gold Rates / ସୁନା ଦରରେ ହେଲା କି ପରିବର୍ତ୍ତନ? ଜାଣନ୍ତୁ ଭୁବନେଶ୍ୱର ସମେତ ପ୍ରମୁଖ ସହରର ଆଜିର ଦର
·2 hours ago·2 min read

Key Points
ପ୍ରତିଦିନ ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଥାଏ।
କେବେ ଦର ବଢ଼ିଥାଏ ତ ଆଉ କେବେ ହ୍ରାସ ପାଇଥାଏ।
ସୁନା ଦରରେ ହେଲା କି ପରିବର୍ତ୍ତନ?
ଜାଣନ୍ତୁ ଭୁବନେଶ୍ୱର ସମେତ ପ୍ରମୁଖ ସହରର ଆଜିର ରେଟ୍
କେବେ ଦର ବଢ଼ିଥାଏ ତ ଆଉ କେବେ ହ୍ରାସ ପାଇଥାଏ।
ସୁନା ଦରରେ ହେଲା କି ପରିବର୍ତ୍ତନ?
ଜାଣନ୍ତୁ ଭୁବନେଶ୍ୱର ସମେତ ପ୍ରମୁଖ ସହରର ଆଜିର ରେଟ୍
ଭୁବନେଶ୍ୱର: ପ୍ରତିଦିନ ସୁନା ଓ ରୂପା ଦରରେ ପରିବର୍ତ୍ତନ ହୋଇଥାଏ। କେବେ ଦର ବଢ଼ିଥାଏ ତ ଆଉ କେବେ ହ୍ରାସ ପାଇଥାଏ। ଏପରି ସ୍ଥିତିରେ ସୁନା କିଣିବା ପୂର୍ବରୁ ଗ୍ରାହକମାନେ ଦୈନିକ ବଜାର ଦର ଉପରେ ନଜର ରଖିଥାନ୍ତି। ତେବେ ଆଜି ଭାରତୀୟ ବଜାରରେ ସୁନା ଦର ପ୍ରାୟ ଅପରିବର୍ତ୍ତିତ ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୩୧ ହଜାର ୬୦୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୪୩ ହଜାର ୫୭୦ ଟଙ୍କା ରହିଛି। ଗତକାଲି ତୁଳନାରେ ଆଜି ସୁନା ଦରରେ ବିଶେଷ ପରିବର୍ତ୍ତନ ହୋଇନାହିଁ।
ଭୁବନେଶ୍ୱରରେ ସୁନା ଦର
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ଦର ସମାନ ରହିଛି। ଏଠାରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୧ ଲକ୍ଷ ୩୧ ହଜାର ୬୦୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୧ ଲକ୍ଷ ୪୩ ହଜାର ୫୭୦ ଟଙ୍କା ରହିଛି।
ପଢନ୍ତୁ ଏହି ଖବର: ୫ ଦିନରେ ୩% ମହଙ୍ଗା ହେଲା ସୁନା, ଏବେ କିଣିବେ ନା ଅପେକ୍ଷା କରିବେ ?
ଦିଲ୍ଲୀ, ଚେନ୍ନାଇ ଓ କୋଲକାତାରେ କେତେ ରହିଛି ଦର?
ଦିଲ୍ଲୀ: ୨୨ କ୍ୟାରେଟ୍ – ₹୧,୩୧,୬୦୦; ୨୪ କ୍ୟାରେଟ୍ – ₹୧,୪୩,୫୭୦।
ଚେନ୍ନାଇ: ୨୨ କ୍ୟାରେଟ୍ – ₹୧,୩୧,୬୦୦; ୨୪ କ୍ୟାରେଟ୍ – ₹୧,୪୩,୫୭୦।
କୋଲକାତା: ୨୨ କ୍ୟାରେଟ୍ – ₹୧,୩୧,୬୦୦; ୨୪ କ୍ୟାରେଟ୍ – ₹୧,୪୩,୫୭୦।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଗହଣା କିଣିବା ସମୟରେ ଉପରୋକ୍ତ ମୂଲ୍ୟ ସହିତ ମେକିଂ ଚାର୍ଜ ଓ ଜିଏସ୍ଟି ଅତିରିକ୍ତ ଦେବାକୁ ପଡ଼ିପାରେ। ଏହାସହ ସ୍ଥାନୀୟ ଜୁଏଲର୍ସଙ୍କ ନିକଟରେ ଦର ଯାଞ୍ଚ କରି କିଣାକିଣି କରିବା ଉଚିତ।
Related Topics
Explore more stories