Videos
|
Odisha

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ୧୭ ବଗି

Ritu Das
Browse all articles by Ritu Das
·1 year ago
ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ୧୭ ବଗି

ଅର୍ଗସ ବ୍ୟୁରୋ: ପାରାଦ୍ଵୀପ- ବାଉରିଆପାଳନ୍ଦାରେ ଆଜି ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଛିଡି ରହି ଗଲା ୧୭ଟି ବଗି। ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇଯାଇଛି। 

ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଛି ବଗି।ପାରାଦ୍ଵୀପ ବନ୍ଦର ଭିତରକୁ ଯାଉଥିଲା ମାଲବାହୀ ଟ୍ରେନ।  ସେପଟେ ଟ୍ରେନ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ମାଲବାହୀ ଟ୍ରେନଟି କିପରି ଟ୍ରାକରୁ ଖସିଲା ସେନେଇ ତଦନ୍ତ ଆରମ୍ଭ କରିଛି ରେଳବାଇ ବିଭାଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Goods train derailment: | Argus News