Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ଅଧିକାରୀ ଛୁଟି ନେଇପାରିବେ, କିନ୍ତୁ ଆବଶ୍ୟକ ପଡ଼ିଲେ ତତ୍କାଳ ଯୋଗଦେବେ

Smruti Parija
Browse all articles by Smruti Parija
·2 years ago
ସରକାରୀ ଅଧିକାରୀ ଛୁଟି ନେଇପାରିବେ, କିନ୍ତୁ ଆବଶ୍ୟକ ପଡ଼ିଲେ ତତ୍କାଳ ଯୋଗଦେବେ

ଅର୍ଗସ ବ୍ୟୁରୋ: ବଦଳିଲା ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ନିଷ୍ପତ୍ତି । ଜୁନ 30 ଯାଏଁ ବାତିଲ୍ ହୋଇଥିଲା ଛୁଟି । ହେଡ୍ କ୍ବାଟର ନଛାଡି଼ବା ପାଇଁ ଥିଲା ନିର୍ଦ୍ଦେଶ । ଛୁଟି ମିଳିବ, ହେଲେ ଆବଶ୍ୟକ ସ୍ଥଳରେ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିବ । କୌଣସି ଆବଶ୍ୟକ ପଡ଼ିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିବ । ଜରୁରୀକାଳୀନ ସ୍ଥିତିରେ ମୋବାଇଲ ଫୋନରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର । 

୩୦ ଯାଏଁ ଅଧିକାରୀଙ୍କ ଛୁଟି ବାତିଲ୍‌

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government officials leave-schedule-changed | Argus News