ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର
·1 year ago

ଅର୍ଗସ ବ୍ୟୁରୋ: ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର । ହିତାଧିକାରୀ ମାନଙ୍କୁ ଚିହ୍ନଟ ପାଇଁ ନୂଆ ସର୍ଭେ କରାଯିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ବାଦ ପଡିଥିବା ୫୦, ୯୬୩ ହିତାଧିକାରୀଙ୍କ ଦରଖାସ୍ତ କୁ ନୂଆ ସର୍ଭେ ସମୟରେ ବିଚାର କରିବେ ସରକାର । ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆ ଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: