|
logo
Live

Argus News - ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାରଙ୍କ ଗୁରୁତ୍ଵ: ପୃଥ୍ୱୀରାଜ

Odisha

ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାରଙ୍କ ଗୁରୁତ୍ଵ: ପୃଥ୍ୱୀରାଜ

Banajyotshna Ray
Browse all articles by Banajyotshna Ray
·1 year ago
ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାରଙ୍କ ଗୁରୁତ୍ଵ: ପୃଥ୍ୱୀରାଜ

ଅର୍ଗସ ବ୍ୟୁରୋ:  ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାରଙ୍କ ଗୁରୁତ୍ଵ । ଲୋକଙ୍କ ଡୋର ଷ୍ଟେପରେ ପହଞ୍ଚିବ ନ୍ୟାୟ । ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ 6 ଟି ଗ୍ରାମ୍ୟ ନ୍ୟାୟଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ବ୍ଲକରେ ଖୋଲିବ । ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ ।  ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଡୋର ଷ୍ଟେପରେ ନ୍ୟାୟ ପହଞ୍ଚାଇବା ଉପରେ ସରକାରଙ୍କ ଗୁରୁତ୍ଵ: ପୃଥ୍ୱୀରାଜ | Argus News