Videos
|
Odisha

ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ନୂଆ ପଦକ୍ଷେପ

Ritu Das
Browse all articles by Ritu Das
·1 year ago
ଆଳୁ ସଙ୍କଟ ଦୂର ପାଇଁ ସରକାରଙ୍କ ନୂଆ ପଦକ୍ଷେପ

ଅର୍ଗସ ବ୍ୟୁରୋ: ଟ୍ରେନରେ ୟୁପିରୁ ଆସିବ ଆଳୁ। ରାଜ୍ୟରେ ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଉତର ପ୍ରଦେଶରୁ ଟ୍ରେନ ଯୋଗେ ଆଣୁ ଅଣାଯିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଦୁଇଟି ଟ୍ରେନରେ ଏହି ଆଣୁ ଅଣାଯିବ। 

ଏନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ପୂର୍ବରୁ ଟ୍ରକରେ ୟୁପିରୁ ଆଳୁ ଆସୁଥିଲା। ହେଲେ ଏବେ ଟ୍ରେନରେ ଆଳୁ ଆଣିବାକୁ ଯୋଜନା କରାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Government's | Argus News