Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ସରକାର କିଣିବେ ଧାନ: ଉପମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago
3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ସରକାର କିଣିବେ ଧାନ: ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଧାନ କିଣାକୁ ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସୋହେଲାରୁ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର । 3100 ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ସରକାର କିଣିବେ ଧାନ । ଯେଉଁ ସୋହେଲାରେ ପୂର୍ବ ବିଜେଡ଼ି ସରକାର 100 ଟଙ୍କା ବୋନସ ଦେବେ କହି ଚାଷୀଙ୍କୁ ଦେଇନଥିଲେ । ସେହି ସୋହେଲାରୁ ହିଁ ଧାନ ଏମଏସପିରେ 800 ଟଙ୍କା ବୋନସ ଦେଇ ଧାନ କିଣିବେ ବିଜେପି ସରକାର ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Govt to buy paddy from farmers at minimum support price of Rs 3100: Deputy Chief Minister | Argus News