Tragic Snakebite Incident / ଘରେ ଶୋଇଥିଲେ ଅଜାନାତି: ବିଷାକ୍ତ ସର୍ପ ନେଲା ଅଜାନାତିଙ୍କ ଜୀବନ
·2 weeks ago·2 min read

Key Points
ତିଳେଇମାଳ ଗ୍ରାମରେ ଅଘଟଣ
ଘରେ ଶୋଇଥିବା ବେଳେ ସର୍ପ ଦଂଶନରେ ଅଜା ଓ ନାତି ମୃତ

ସାପ କାମୁଡ଼ାରେ ଚାଲିଗଲା ଅଜାନାତିଙ୍କ ଜୀବନ। ଟିକାୟତପାଲୀ ଥାନା ଅନ୍ତର୍ଗତ ତିଳେଇମାଳ ଗ୍ରାମରେ ଘଟିଛି ଏହି ଅଘଟଣ। ଘରେ ଶୋଇଥିବା ବେଳେ ବିଷାକ୍ତ ସର୍ପ ଦଂଶନରେ ଅଜା ଓ ନାତି ମୃତ I ମୃତ ଅଜା ରବି ନାଏକ(68) ଓ ନାତି ସଞ୍ଜୟ ନାଏକ (11) ବୋଲି ଜଣାପଡ଼ଛି l ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଡାକ୍ତର ତାଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଟିକାୟତପାଲୀ ପୋଲିସ ତଦନ୍ତ ଆରମ୍ଭ କରିଛି l''
ଦିନକୁ ଦିନ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଯାହା ସାଧାରଣ ଲୋକଙ୍କୁ ଭୟଭୀତ କରୁଛି। ସାପ କାମୁଡ଼ା ଏକ ଗମ୍ଭୀର ସମସ୍ୟା, ଏଥିପାଇଁ ଠିକ୍ ସମୟରେ ଡାକ୍ତରଖାନାରେ ଚିକିତ୍ସା କରାଇବା ଅତ୍ୟନ୍ତ ଜରୁରୀ। ସାପ କାମୁଡ଼ିବା ପରେ ଜୀବନ ରକ୍ଷା ପାଇଁ କିଛି ଜରୁରୀ ପଦକ୍ଷେପ ନେବା ଉଚିତ୍। ଅନ୍ୟପଟେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପାଣି ଘେରରେ ସମସ୍ତେ ଥିବାବେଳେ ସରିସୃପ ପ୍ରାଣୀ ମଧ୍ୟ ଘର ଭିତରକୁ ମାଡ଼ିଆସୁଛନ୍ତି। ଯାହାଦ୍ୱାରା ଅନେକ ଲୋକଙ୍କ ଜୀବନ ଯାଉଛି।''
ଏଥିସହ ପଢ଼ନ୍ତୁ: ବନ୍ୟା ପାଣି ଧୋଇ ନେଲା ୩୦୦ ଫୁଟ୍ ଲମ୍ବ ଏନ୍ଏଚ୍-୨୦ ରାସ୍ତା
ଗତ କିଛିଦିନ ପୂର୍ବରୁ ମଧ୍ୟ ଆପଣ ଜାଣିଥିବେ ସମାନ ଘଟଣା ସାମ୍ନାକୁ ଆସିଥିଲା। ସାପ କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ । ମୃତକ ସମ୍ପର୍କରେ ଦାଦା ଓ ପୁତୁରା ଥିଲେ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଥିଲା ଏଭଳି ଦୁଃଖଦ ଖବର । ସୂଚନା ଅନୁସାରେ, ସିନାପାଲି ଥାନା ଚଚରାଭଟା ଗାଁର ଦଇତାରୀ ତାଣ୍ଡି ଓ ତାଙ୍କ ପୁତୁରା ଭରତ ତାଣ୍ଡିଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ସେମାନେ ସିନାପାଲି ବ୍ଲକ ବୋଲଧା ବ୍ରିଜ୍ ନିର୍ମାଣ କାମରେ ଶ୍ରମିକ ଭାବେ କାମ କରୁଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାତିରେ କ୍ୟାମ୍ପରେ ଶୋଇଥିବା ସମୟରେ ବିଷାକ୍ତ ସାପ ସେମାନଙ୍କୁ କାମୁଡ଼ିଥିବା ଜଣାପଡ଼ିଛି । ସାପ କାମୁଡ଼ିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା । ତେବେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ତୁଳସି ବଗର୍ତ୍ତି ମଧ୍ୟ ସାପ କାମୁଡ଼ାର ଶିକାର ହୋଇ ଗୁରୁତର ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories