|
logo
Live

Argus News - ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା: ମୋହନ ମାଝୀ

Odisha

ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା: ମୋହନ ମାଝୀ

Banajyotshna Ray
Browse all articles by Banajyotshna Ray
·1 year ago
ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା: ମୋହନ ମାଝୀ

ଅର୍ଗସ ବ୍ୟୁରୋ:  ଯାଜପୁର ମେଡିକାଲ କଲେଜକୁ 50 MBBS ସିଟ୍‌ ବୃଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓଡ଼ିଶାରେ ସ୍ଵାସ୍ଥ୍ୟସେବାକୁ ସର୍ବବ୍ୟାପୀ କରିବା ପାଇଁ ଗୁରୁତ୍ଵ ଦେଉଛନ୍ତି ମୋଦି । ମୋଦିଙ୍କ ସମୟରେ ଓଡ଼ିଶାରେ ସ୍ଵାସ୍ଥ୍ୟ ସୁବିଧା, ମେଡିକାଲ କଲେଜ, ସିଟ୍ ସଂଖ୍ୟା ବଢୁଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା: ମୋହନ ମାଝୀ | Argus News