Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଜିଆରଏସଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ

Odisha

 ଜିଆରଏସଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ

Manini Pattanayak
Browse all articles by Manini Pattanayak
·2 years ago·1 min read
 ଜିଆରଏସଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସନ୍ଦେହ

ସମ୍ବଲପୁର:  ରେଢାଖୋଲ ଥାନା ଘୋଷରାମାଲ ପଂଚାୟତ ଜିଆରଏସ ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l ଜିଆରଏସ ଦିନବନ୍ଧୁ ଦାସ୍ ପଂଚାୟତ ଅଫିସ କାର୍ଯ୍ୟ ରେ ପାଖ ରେ  ଥିବା ବିଭିନ୍ନ  ଗ୍ରାମକୁ  ଯାଇଥିବା ବେଳେ ଆଉ ଘରକୁ ଫେରି ନ ଥିଲେ ଯାହାକି ପରିବାର ଲୋକେ ସନ୍ଧ୍ୟାରେ ଖୋଜାଖୋଜି କରିବା ପରେ  ରାଇଲ ଗ୍ରାମ ପାଖରେ ଧାତୁକିମାଳ ଛକ ନିକଟ ନାଳରେ ମୃତଦେହ ପଡ଼ିଥବା  ଖବର ପାଇ ପରିବାର ଲୋକେ ତୁରନ୍ତ ରେଢ଼ାଖୋଲ ପୋଲିସ କୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ରେଢ଼ାଖୋଲ ପୋଲିସ ରାତିରେ ପହଁଞ୍ଚି ଥିଲା ଏବଂ ଆଜି ସକାଳୁ ଆସି ଅଧିକ ତଦନ୍ତ କରୁଛି । ତାଙ୍କ ପେଟ ଓ ମୁଣ୍ଡରେ ଆଘାତ ଥିବାର ଚିହ୍ନ ରହିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି । କିଏ କାହିଁକି ତାଙ୍କୁ ହତ୍ୟା କରିଛି କାରଣ ଅସ୍ପଷ୍ଟ, ରହିଥିବାବେଳେ ଅଧିକ ତଦନ୍ତ କରୁଛି ପୋଲିସ ।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
GRS is suspected to have been brutally murdered | Argus News