Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟିକସ ଫାଙ୍କିବା ଅଭିଯୋଗରେ GST ରେଡ୍

Smruti Parija
Browse all articles by Smruti Parija
·2 years ago
ଟିକସ ଫାଙ୍କିବା ଅଭିଯୋଗରେ GST ରେଡ୍

ଯାଜପୁର: ଟିକସ ଫାଙ୍କିବା ଅଭିଯୋଗରେ GST ରେଡ୍ । ଯାଜପୁର ଜିଲ୍ଲା ଧର୍ମଶାଳା ଜାରକାରେ ହୋଇଛି ଚଢାଉ । ଠିକାଦାର ଗୌତମ ସାହୁ ଓ ଗଜେନ୍ଦ୍ର ବେହେରା ଘରେ କେନ୍ଦ୍ରୀୟ GST ଟିମ ଚଢ଼ାଉ ଜାରି ରଖିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gst-raid-in-jajpur-dharmasala | Argus News