Gunfire Controversy / ରାଜଧାନୀରେ ଗର୍ଜିଲା ବନ୍ଧୁକ: ଫେସବୁକ ଲାଇଭରୁ ତୁମୁଳକାଣ୍ଡ, ଫୁଟିଲା ଗୁଳି...
·1 day ago·2 min read

Key Points
ରାଜଧାନୀରେ ଗର୍ଜିଲା ବନ୍ଧୁକ ଫୁଟିଲା ଗୁଳି
ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ
ଫେସବୁକ ଲାଇଭରୁ ତୁମୁଳକାଣ୍ଡ
ଭରତପୁର ଥାନା ଅଧୀନରେ ଫୁଟିଲା ଗୁଳି
ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ
ଫେସବୁକ ଲାଇଭରୁ ତୁମୁଳକାଣ୍ଡ
ଭରତପୁର ଥାନା ଅଧୀନରେ ଫୁଟିଲା ଗୁଳି
ରାଜଧାନୀ ଭୁବନେଶ୍ୱରରେ ଗର୍ଜିଲା ବନ୍ଧୁକ ଆଉ ଫୁଟିଲା ଗୁଳି। ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କଲେ ଦୁର୍ବୃତ୍ତ । ଫେସବୁକ ଲାଇଭରୁ ହେଲା ତୁମୁଳକାଣ୍ଡ। ଏହି ଗଣ୍ଡଗୋଳ ଓ ମାଡ଼ପିଟ ଏତେ ଜୋରରେ ହେଲଶ ଯେ, ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, କାଲି ଜଣେ ଯୁବକ ଫେସବୁକ ଲାଇଭ କରି ଏକ କେସ ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଯେଉଁ ଭିଡିଓ ଭାଇରାଲ ହେବା ପରେ ଅପରପକ୍ଷ ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ହେବା ସହ ଘାଟିକିଆରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲେ । ଗତକାଲି ବିସର୍ଜନ ଥିବାରୁ ଅନେକ ଯୁବକ ସେଠାରେ ଉପସ୍ଥିତ ଥିଲେ ।''
ତେବେ ସେହି ଫେସବୁକ ଲାଇଭ କୁ କେନ୍ଦ୍ର କରି ଦୁଇ ପକ୍ଷ ଭିତରେ ଗଣ୍ଡଗୋଳ ବଢ଼ିବାରେ ଲାଗିଥିଲା। ଏପରିକି ବାହାରୁ ଆସିଥିବା ଦୁର୍ବୁର୍ତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଗୁରୁତର ଯୁବକ ମାନେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସିସିଟିଭି ଜବତ କରିବା ସହ ଦୁର୍ବୁର୍ତ୍ତ ମାନଙ୍କୁ ଧରିବାକୁ ଆରମ୍ଭ କରିଛି ଛାନବିନ। ଫେସବୁକ ଲାଇଭ ରୁ ତୁମୁଳକାଣ୍ଡ । ଭରତପୁର ଥାନା ଅଧୀନରେ ଫୁଟିଲା ଗୁଳି । ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା ।''
ଏଥିସହ ପଢ଼ନ୍ତୁ: ଗଣେଶ ଭସାଣି ବେଳେ ଅଘଟଣ: ତାଳଦଣ୍ଡା କେନାଲର ପାଣିକୁ ଖସିପଡ଼ି ଜଣେ ଯୁବକ ନିଖୋଜ
ଗଣ୍ଡଗୋଳ ଓ ମାଡ଼ପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ କାଲି ଜଣେ ଯୁବକ ଫେସବୁକ ଲାଇଭ କରି ଏକ କେସ ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଯେଉଁ ଭିଡିଓ ଭାଇରାଲ ହେବା ପରେ ଅପରପକ୍ଷ ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ହେବା ସହ ଘାଟିକିଆରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲେ । ଗତକାଲି ବିସର୍ଜନ ଥିବାରୁ ଅନେକ ଯୁବକ ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ଫେସବୁକ ଲାଇଭ କୁ କେନ୍ଦ୍ର କରି ଦୁଇ ପକ୍ଷ ଭିତରେ ଗଣ୍ଡଗୋଳ ବଢ଼ିବାରେ ଲାଗିଥିଲା। ଏପରିକି ବାହାରୁ ଆସିଥିବା ଦୁର୍ବୁର୍ତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ । ଗୁରୁତର ଯୁବକ ମାନେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସିସିଟିଭି ଜବତ କରିବା ସହ ଦୁର୍ବୁର୍ତ୍ତ ମାନଙ୍କୁ ଧରିବାକୁ ଆରମ୍ଭ କରିଛି ଛାନବିନ।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories