Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରିଲା ଶୋଭାଯାତ୍ରା

Odisha

ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରିଲା ଶୋଭାଯାତ୍ରା

Banajyotshna Ray
Browse all articles by Banajyotshna Ray
·1 year ago
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରିଲା ଶୋଭାଯାତ୍ରା

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ। ଏଥିପାଇଁ ମହାନଗର ନିଗମ ପକ୍ଷରୁ ଆଜି ସକାଳୁ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରା ବାହାରି ବିଏମସି ଅଫିସରେ ପହଞ୍ଚିଥିଲା । ଏଥିରେ ଭାଗ ନେଇଥିବା ସମସ୍ତଙ୍କ ହାତରେ ଥିଲା ତ୍ରିରଙ୍ଗା। ପ୍ରତୀକ ସ୍ଵରୁପ ଏକ କିଲୋମିଟର ଲମ୍ବା ଜାତୀୟ ପତାକାକୁ ନେଇ ଚାଲିଥିଲେ ଦେଶପ୍ରେମୀ ନାଗରିକ। କୁନି କୁନି ପିଲା ମାନେ ମହାତ୍ମାଗାନ୍ଧି, ନେତାଜୀ ସୁବାସ ବୋଷ, ରାଣୀ ଲକ୍ଷ୍ମୀବାଇଙ୍କ ବେଶରେ ସଜ୍ଜିତ ହୋଇ ତ୍ରିରଙ୍ଗା ଶୋଭା ଯାତ୍ରାରେ ଭାଗ ନେଇଥିଲେ। ମେୟର ସୁଲୋଚନା ଦାସଙ୍କ ସମେତ ବିଏମସିର କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Har Ghar Tiranga program | Argus News