Videos
|
Odisha

ଓଡ଼ିଶା ପାଲଟିଛି କି ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଶା ପାଲଟିଛି କି ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ

ଅର୍ଗସ ବ୍ୟୁରୋ: ଓଡ଼ିଶା ପାଲଟିଛି କି ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳୀ । କାରଣ ରାଜଧାନୀ ଭୁବନେଶ୍ବର ପରେ କଟକରୁ ବି ଠାବ ହୋଇଛି ସିମ୍ ବକ୍ସ ରାକେଟ୍। ରାଜେନ୍ଦ୍ର ନଗରର ଏକ ଭଡ଼ାଘରୁ 5ଟି ସିମ୍ ବକ୍ସ ସହ 500 ସିମ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତ ରାଜୁ ମଣ୍ଡଳକୁ 5 ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରୁଛି ପୋଲିସ। ପୋଲିସ କହିଛି ବାଂଲାଦେଶରୁ ହୱାଲା ଜରିଆରେ ଟଙ୍କା ଆସୁଥିଲା। ରାଜୁର ପାକିସ୍ତାନୀ ଓ ଚୀନ୍ ଲିଙ୍କ ବାବଦରେ ବି  ଚାଲିଛି ଖୋଳତାଡ଼।

ସିମ୍ ବକ୍ସ ଆତଙ୍କୀ ଲିଙ୍କ ନେଇ ବଢିଲା ସନ୍ଦେହ ଭୁବନେଶ୍ବର ପରି କଟକରେ ବି ସକ୍ରିୟ ଥିଲା ସିମ ବକ୍ସ ରାକେଟ୍ ।କଟକ ରାଜେନ୍ଦ୍ର ନଗର ଭଡ଼ାଘରୁ ହେଉଥିଲା ଅପରେଟ୍ ୫ଟି ସିମ୍ ବସ୍କ ଓ ୫୦୦ ସିମ୍ ସହ ୪ ରାଉଟର ଜବତ ରାଜୁ ମଣ୍ଡଳକୁ ସାଙ୍ଗରେ ନେଇ କଟକରେ ପୋଲିସର ତଦନ୍ତ ।୫ ଦିନିଆ ରିମାଣ୍ଡରେ ରାଜୁଠାରୁ ସତ ଓଗାଳିବ ପୋଲିସ ।ଡିସିପି କହିଲେ ବାଂଲାଦେଶରୁ ହୱାଲା ଜରିଆରେ ଆସୁଥିଲା ଅର୍ଥ ।ଓଡ଼ିଶା ପାଲଟିଛି କି ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ?

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Has Odisha become a safe haven for terrorists | Argus News