ବୋମା ନିଷ୍କ୍ରିୟ ବେଳେ ହାବିଲଦାର ମୃତ
·1 year ago

ଅର୍ଗସ ବ୍ୟୁରୋ: କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଅଘଟଣ ଘଟିଛି। ଜବତ ହୋଇଥିବା ବାଣକୁ ନଷ୍ଟ କରୁଥିବା ବେଳେ ବିସ୍ପୋରଣ ଘଟିଛି। ମୃତକ ହେଉଛନ୍ତି ପ୍ରଦୀପ ମଲିକ।
ସେ ରିଜର୍ଭ ପୋଲିସର କାର୍ଯ୍ୟରତ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: