ବିଏସକେଓ୍ୱାଇ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ
·2 years ago

ଅର୍ଗସ ବ୍ୟୁରୋ: ବିଏସକେଓ୍ୱାଇ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ। ପୂର୍ବରୁ ବିଏସକେଓ୍ବାଇ କାର୍ଡରେ ଯେମିତି ସୁବିଧା ମିଳୁଥିଲା ବର୍ତ୍ତମାନ ବି ସେମିତି ସୁବିଧା ମିଳୁଛି। ଏନେଇ ଲୋକଙ୍କ ମଧ୍ୟରେ କିଛି ଦ୍ୱନ୍ଦ ନରହିବା ଉଚିତ। ପୂର୍ବରୁ ଯେମିତି ହସ୍ପିଟାଲ ଓ ସରକାରୀ ଡାକ୍ତରଖାନା ମାନଙ୍କରେ ବିଏସକେଓ୍ବାଇ କାର୍ଡ ବ୍ୟବହାର କରାଯାଉଥିଲା ସେମିତି କରାଯିବ ଏହାକୁ ନେଇ କୌଣସି ଦ୍ୱନ୍ଦ ନରହୁ। ଏନେଇ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: