Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଚଣ୍ଡ ରୌଦ୍ରତାପ  ସହ  ଆକାଶରୁ ଅଗ୍ନିଵର୍ଷା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଚଣ୍ଡ ରୌଦ୍ରତାପ  ସହ  ଆକାଶରୁ ଅଗ୍ନିଵର୍ଷା

ଅର୍ଗସ ବ୍ୟୁରୋ:  ସାରା  ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ  ସହ  ଆକାଶରୁ  ଅଗ୍ନିଵର୍ଷା  ହେଉଛି । କ୍ରମାଗତ  ଭାବେ  ୭ ଦିନ  ହେବ  ଗ୍ରୀଷ୍ମ  ଲହରି  ରାଜ୍ୟରେ  ଜାରି ହୋଇଥିବା  ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ  ଆସ୍ବସ୍ତି । ୨ ଦିନ ମଧ୍ୟରେ  ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ  ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ତେବେ ଆଜି ସକାଳ ୮.୩୦ ସୁଦ୍ଧା 37 ଡିଗୀ ସହ ବାରିପଦା ସହର ସବୁଠୁ ଉତପ୍ତ ।

ବଲାଙ୍ଗିର 35.4, ଭଦ୍ରକ ଓ ଅନୁଗୁଳ 35 ଡିଗ୍ରୀ, ଯାଜପୁର 34.8, ଭବାନୀପାଟଣା 34.4 ଡିଗ୍ରୀ ।  ଝାରସୁଗୁଡ଼ା 34.4, କେନ୍ଦୁଝର ଓ କଟକ 34 ଡିଗ୍ରୀ , ରାଉରକେଲା 33.8, ଫୁଲବାଣୀ ଓ ବାଲେଶ୍ଵର 33.6 ଡିଗ୍ରୀ , ନୟାଗଡ଼ ଓ ଟିଟିଲାଗଡ଼ 33, ଭୁବନେଶ୍ଵର 32.6 ଡିଗ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heat wave in odisha today | Argus News