|
logo
Live

Argus News - ତତଲା କଢେଇରେ ଭାଜି ହେଉଛି ଓଡିଶା

Odisha

ତତଲା କଢେଇରେ ଭାଜି ହେଉଛି ଓଡିଶା

Banajyotshna Ray
Browse all articles by Banajyotshna Ray
·1 year ago
ତତଲା କଢେଇରେ ଭାଜି ହେଉଛି ଓଡିଶା

ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛି ।  ଗତ 3 ଦିନ ହେବ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢେ ୫ଟାରୁ ଆସିଯାଉଛି ଖରା । ଖରାକୁ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବି ହେବ ଅସହ୍ୟ ତାତି ।ସକାଳୁ ସକାଳୁ ପ୍ରବଳ ଗରମ ଅନୁଭୂତ। ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ  34.6 ଡିଗ୍ରୀ। ପାଣିପାଗ ବିଭାଗର ଆକଳନ ୪ରୁ ୫ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ବଢିବ ତାପମାତ୍ରା। ତେବେ ବାହାରକୁ ଯାଉଥିବାବେଳେ ସତର୍କତା ଅବଲମ୍ୱନ କରି ଯିବାକୁ ପଡିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ତତଲା କଢେଇରେ ଭାଜି ହେଉଛି ଓଡିଶା | Argus News