Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିରୁ ନାହିଁ ନିସ୍ତାର, କଲବଲ ଜନଜୀବନ

Banajyotshna Ray
Browse all articles by Banajyotshna Ray
·2 years ago
ତାତିରୁ ନାହିଁ ନିସ୍ତାର, କଲବଲ ଜନଜୀବନ

ଅର୍ଗସ ବ୍ୟୁରୋ:  ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଓ ୪୫ ସମ୍ଭାବନା । ପୁରୀ, ଗୋପାଳପୁର, ପାରାଦୀପରେ ଆଦ୍ରତା ୭୫% ଉପରେ ରେକର୍ଡ। ସାଢ଼େ ୧୧ରେ ୪୧ ଟପିଲା ପାରଦ। ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୪ ରେକର୍ଡ। କେନ୍ଦୁଝର ୪୧, ଭୁବନେଶ୍ବର ୪୦.୪, ଝାରସୁଗୁଡ଼ା ୩୯.୮ ଡିଗ୍ରୀ । ହୀରାକୁଦ ଓ ରାଉରକେଲା ୩୯, ସମ୍ବଲପୁର ୩୮.୬ ଡିଗ୍ରୀ ରେକର୍ଡ ହୋଇଛି।

ଉପକୂଳରୁଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ । ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heatwave sweeps Odisha | Argus News