Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାଜ୍ୟରେ ଜାରି ଗ୍ରୀଷ୍ମ ଲହରୀ, ଜନଜୀବନ ଅସ୍ତବ୍ୟସ୍ତ

Odisha

ରାଜ୍ୟରେ ଜାରି ଗ୍ରୀଷ୍ମ ଲହରୀ, ଜନଜୀବନ ଅସ୍ତବ୍ୟସ୍ତ

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟରେ ଜାରି ଗ୍ରୀଷ୍ମ ଲହରୀ, ଜନଜୀବନ ଅସ୍ତବ୍ୟସ୍ତ

ଅର୍ଗସ ବ୍ୟୁରୋ:  ଆଜି ବି କଲବଲ କରିବ ତାତି । ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ଲହରୀ। ଏପ୍ରିଲ ମାସରେ ରେକର୍ଡ ଭାଙ୍ଗିଛି ତାତି। ୩ ସହରର ତାପମାତ୍ରା ୪୪ ଡ଼ିଗ୍ରୀ ପାର ହୋଇଛି। ସେହିଭଳି ୧୪ ସହରରେ ତାପମାତ୍ରା ୪୩ ଡ଼ିଗ୍ରୀ ଛୁଇଁଛି। ଗତକାଲି ଅନୁଗୁଳରେ ଦିନ ତାପମାତ୍ରା ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ 4 ଦିନ ପାଇଁ ଏହି ହିଟୱେଭ ଜାରି ରହିବ। ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା ବୌଦ୍ଧ, ସୋନପୁର ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସକାଳୁ ସକାଳୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Heatwave to sweep Odisha till May second week | Argus News