Videos
|
Odisha

ତାତିରୁ ନିସ୍ତାର ନାହିଁ, ଜଳୁଛି ସାରା ସହର

Manini Pattanayak
Browse all articles by Manini Pattanayak
·2 years ago
ତାତିରୁ ନିସ୍ତାର ନାହିଁ,  ଜଳୁଛି ସାରା ସହର

ଭୁବନେଶ୍ୱର:  କଲବଲ କରୁଛି ତାତି । ସକାଳୁ ଘରୁ ବାହାରିବା ମୁସ୍କିଲ । ସାଢେ ୧୧ ଟା ସୁଦ୍ଧା ୪୦ ଡିଗ୍ରୀ ଛୁଇଁଲା ୪ ସହରର ପାରଦ । ଭୁବନେଶ୍ବର ଓ ବାଲେଶ୍ବରରେ ସର୍ବାଧିକ  40.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ 40, ଝାରସୁଗୁଡାରେ 40 ଡିଗ୍ରୀ ଛୁଇଁଲା ପାରଦ ।

ସମ୍ବଲପୁରରେ 39.7, କେନ୍ଦୁଝରରେ 39, ହୀରାକୁଦରେ 38.6, ରାଉରକେଲାରେ 37.9, ଗୋପାଳପୁରରେ 35.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆହୁରି ୫ ଦିନ କଲବଲ କରିବ ତାତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy heat wave in odisha | Argus News