Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ବର୍ଷା ଜାରି...

Smruti Parija
Browse all articles by Smruti Parija
·2 years ago
ରାଜଧାନୀରେ ବର୍ଷା ଜାରି...

ଭୁବନେଶ୍ୱର: ଚଡ଼କରେ ଜଳିଗଲା ନଡିଆ ଗଛ । 3 ଦିନ ରୌଦ୍ର ତାତିରେ ଜାଳିବା ପରେ ଆଜି ପାଗ ବଦଳିଛି । ସଂଧ୍ୟାରେ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ହୋଇଛି । ବିଜୁଳି କରେଣ୍ଟରେ ଭୁବନେଶ୍ବର ଉପକଣ୍ଠ ରୁଦ୍ରପୁରରେ ଧୁ ଧୁ ହୋଇ ନଡିଆ ଗଛ ଜଳୁଥିବା ଦେଖିବାକୁ ମିଳିଛି । ମାତ୍ର କେଇ ସେକେଣ୍ଡ ମଧ୍ୟରେ ବିଶାଳ ନଡିଆ ଗଛଟି ସମ୍ପୂର୍ଣ୍ଣ ଜଳି ଯାଉଥିବା ଦୃଶ୍ୟ ଅର୍ଗସ କ୍ୟାମେରାରେ କଏଦ ହୋଇଛି । ଏବେବି ରାଜଧାନୀରେ ବର୍ଷା ଲାଗି ରହିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-fall-in-bhubaneswar | Argus News