Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲ ଉପରେ ପାଣି ଚାଲୁଛି...

Smruti Parija
Browse all articles by Smruti Parija
·1 year ago
ପୋଲ ଉପରେ ପାଣି ଚାଲୁଛି...

ମାଲକାନଗିରି: ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରିରେ ସ୍ଥିତି ବେହାଲ୍ । କାଲିମେଳାଠୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନଂ NHର କାଙ୍ଗୁରୁକୋଣ୍ଡା ଓ ଏମ୍.ଭି ୯୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପୋଲ ଉପରେ ୩ ରୁ ୪ ଫୁଟ୍ ଜଳ ପ୍ରବାହ ଦ୍ବାରା ଯାତାୟାତ ଠପ ହୋଇଯାଇଛି । ତେବେ କିଛି ଅମାନିଆ ଚାଳକ ବିପଦକୁ ଖାତିର ନକରି ପୋଲ ପାର ହେଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।

 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy-rain-fall-in-malkangiri | Argus News