Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପ୍ରବଳ ବର୍ଷା, ରାସ୍ତାରେ ଲହଡ଼ି ମାରିଲା ବର୍ଷା ଜଳ

Odisha

ପ୍ରବଳ ବର୍ଷା, ରାସ୍ତାରେ ଲହଡ଼ି ମାରିଲା ବର୍ଷା ଜଳ

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରବଳ ବର୍ଷା, ରାସ୍ତାରେ ଲହଡ଼ି ମାରିଲା ବର୍ଷା ଜଳ

ଅର୍ଗସ ବ୍ୟୁରୋ:  ପ୍ରବଳ ବର୍ଷାରେ ଭିଜିଲା ରାଜଧାନୀ ସମେତ ରାଜ୍ୟର ଅନେକ ଅଞ୍ଚଳ। ରାସ୍ତାରେ ଲହଡ଼ି ମାରିଲା ବର୍ଷା ଜଳ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା। ରାଜ୍ୟରେ ଆଗାମୀ 4 ଦିନ ଯାଏଁ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ୧୫ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ବେଳେ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ଓ ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
heavy rain in bhubaneswar | Argus News