Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଦିନିଆ ଝଡ ତୋଫାନରେ ଉପୁଡିଲା ବଡ଼ ବଡ଼ ଗଛ

Manini Pattanayak
Browse all articles by Manini Pattanayak
·1 year ago
ଅଦିନିଆ ଝଡ ତୋଫାନରେ ଉପୁଡିଲା ବଡ଼ ବଡ଼ ଗଛ

 କଟକ:  ଅଦିନିଆ ଝଡ ତୋଫାନ ପ୍ରଭାବରେ ବାଙ୍କୀରେ ଉପୁଡିଲା ବଡ଼ ବଡ଼ ଗଛ। ବାଙ୍କୀ ତ୍ରିଶୂଳିଆ ରାସ୍ତାର ଗୋଡ଼ିସାହି ଠାରୁ ଭଗିପୁର ପର୍ଯ୍ୟନ୍ତ ପ୍ରାୟ ୭ ରୁ ଉର୍ଦ୍ଧ ଗଛ ଉପୁଡି ରାସ୍ତା ଉପରେ ପଡ଼ିରହିଛି।

ଫଳରେ ଉଭୟ ପାର୍ଶ୍ଵରେ ଅନେକ ଗାଡି ଅଟକି ରହିଥିବା ବେଳେ କଟକରୁ ବାଙ୍କୀକୁ ଯାତାୟାତ ବନ୍ଦ ରହିଛି। ସେପଟେ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚି ଗଛକଟା ଜାରି ରଖିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy rain in cuttack banki | Argus News