Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ

Manini Pattanayak
Browse all articles by Manini Pattanayak
·2 years ago
 ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ

ମୟୂରଭଞ୍ଜ: ଅଦିନିଆ ବର୍ଷାରେ କରଞ୍ଜିଆ ଉବୁଟୁବୁ।  ନାଳ ନର୍ଦ୍ଧମା ଗୁଡିକ ସଫା ନହେବା ଫଳରେ ଦୋକାନ ଗୁଡିକରେ ପଶିଲା ପାଣି। ଗତ ବର୍ଷ ଏମିତି ପାଣି ପଶିବାରୁ ସ୍ଥାନୀୟ ଲୋକେ ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୋପି ପୃଷ୍ଟି ଙ୍କୁ ଲିଖିତ ଅଭିଯୋଗ କରିଥିଲେ। ହେଲେ କୌଣସି କାର୍ଯ୍ୟ ନହେବାରୁ ସ୍ଥାନୀୟ ଲୋକେ ବଜାର ସମ୍ମୁଖ ରାସ୍ତା କୁ ଅବରୋଧ କରି ଜେଲ ମଧ୍ୟ୍ୟ ଯାଇଥିଲେ।

 କିନ୍ତୁ ଆଜି ପର୍ଯ୍ୟନ୍ତ ସହରର ଡ୍ରେନ ଗୁଡିକ ଯେମିତି ଅବସ୍ଥା ରେ ଥିଲା ସେମିତି ଅବସ୍ଥାରେ ରହିଛି।  ଦୋକାନୀଙ୍କ ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ନାହିଁ ନଥିବା ଅବସ୍ଥାରେ ଜୀବନ ବିତାଉଛନ୍ତି। ଅଭିଯୋଗ ପରେ ମଧ୍ୟ୍ୟ ଏନ ଏ ସି କର୍ତ୍ତୃପକ୍ଷ୍ୟ ନିଘଡ଼ ନିଦ୍ରାରେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy rain in karanjia keonjhar, people face many problems | Argus News