Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷା, ୧୦ ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ

Banajyotshna Ray
Browse all articles by Banajyotshna Ray
·1 year ago
ଲଗାଣ ବର୍ଷା, ୧୦ ରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ

ଅର୍ଗସ ବ୍ୟୁରୋ:  ଲଗାଣ ବର୍ଷାରେ ଵେହାଲ କୋରାପୁଟ  । ଗତକାଲି ମଧ୍ୟ ରାତ୍ରିରେ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର କୁନ୍ଦ୍ରା ବ୍ଲକ ଦିଗାପୂର୍ ଓ ମଶୀଙ୍ଗା ପଞ୍ଚାୟତରେ ବର୍ଷାର ତାଣ୍ଡବ । ୧୦ ରୁ ଉର୍ଦ୍ଧ ଗ୍ରାମ ଏଥିରେ ପ୍ରଭାବିତ ହୋଇଛି । ପ୍ରାୟ ୫୦୦ ଏକରରୁ ଅଧିକ ଜମି ଜଳମଗ୍ନ ହୋଇଛି । ସେପଟେ କୁନ୍ଦୁରା ଓ ଜୟପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲିଛି । ଗତ ୪୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା ବିପ୍ତାତ ହୋଇଥିବାର ଅନୁମାନ କରାଯାଉଛି । ଯଦି ଏଭଳି ପରିସ୍ଥିତି ଲାଗି ରୁହେ ତେବେ ସ୍ଥିତି ଅସମ୍ଭାଳ ହୋଇଯିବ ତାହା କଳ୍ପନା ବାହାରେ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heavy rain in koraput More than 10 villages are affected | Argus News