Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ଦାନା ପ୍ରଭାବରେ ନୀଳଗିରି ଅଞ୍ଚଳରେ ପ୍ରବଳ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା ଦାନା ପ୍ରଭାବରେ ନୀଳଗିରି ଅଞ୍ଚଳରେ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ପ୍ରଭାବରେ ବାଲେଶ୍ବର ନିଳଗିରି ଅଞ୍ଚଳରେ ପ୍ରବଳ ବର୍ଷା । ନୀଳଗିରି ଏନଏସିରେ ଲୋକଙ୍କ ଘରେ ପସିଲା ଡ୍ରେନ ପାଣି । ସ୍ବର୍ଣ୍ଣଚୁ଼ଡ଼ା ପାହାଡର ପାଣି ଆସି ୭ ନମ୍ବର ୱାର୍ଡ ବାଲିଗୋହିରୀରେ ଲୋକଙ୍କ ଘରେ ପସୁଛି । ଯାହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଦେଖା ଦେଇଛି ଅସନ୍ତୋଷ । ଦୁର୍ବଳ ହୋଇ ଡିପ ଡିପ୍ରେଶନ ର ରୂପ ନେବ ଦାନା । ବର୍ତ୍ତମାନ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଭଦ୍ରକର ଠାରୁ ୪୦ କିମି ଓ ଧାମରା ଠାରୁ ୭୦ କିମି ଦୁରରେ ରହିଛି l ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ, ଚାନ୍ଦବାଲି ରେ ସର୍ବାଧିକ ୧୫୮.୬ ମୀମି ବର୍ଷା ରେକର୍ଡ କରାଯାଇଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rain in Nilgiri region under the influence of cyclone | Argus News