|
logo
Live

Argus News - ବାତ୍ୟା ପରେ ଆନନ୍ଦପୁରରେ ପ୍ରବଳ ବର୍ଷା

Odisha

ବାତ୍ୟା ପରେ ଆନନ୍ଦପୁରରେ ପ୍ରବଳ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା ପରେ ଆନନ୍ଦପୁରରେ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ:  ବାତ୍ୟା ଦାନା ଲ୍ୟାଣ୍ଡଫଲ ପରେ ଆନନ୍ଦପୁର ଉପଖଣ୍ଡରେ ବର୍ଷାର ପରିମାଣ ବଢିବାରେ ଲାଗିଛି।  ଲଗାଣ ବର୍ଷା ଏବଂ ପବନ ଯୋଗୁଁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଗଛଡାଳ ଭାଙ୍ଗି ରାସ୍ତା ଉପରେ ପଡିଥିଲା। ଏନଡିଆରଏଫ ଏବଂ ଅଗ୍ନିଶମ କର୍ମଚାରୀ ଡାଳ କାଟି ସଫା କରିଛନ୍ତି । ବାତ୍ୟା ପରବର୍ତ୍ତୀ ସମୀକ୍ଷା ପାଇଁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନକୁ ବୁଲି ଦେଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆନନ୍ଦପୁର ଉପଖଣ୍ଡ ତଳିଆ ଅଞ୍ଚଳ ଏବଂ କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ବିଭିନ୍ନ ଜାଗାରେ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାତ୍ୟା ପରେ ଆନନ୍ଦପୁରରେ ପ୍ରବଳ ବର୍ଷା | Argus News