Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବର୍ଷା ତାଣ୍ଡବ, ବୁଡ଼ିଲା କନ୍ୟାଶ୍ରମ ପୋଲ

Banajyotshna Ray
Browse all articles by Banajyotshna Ray
·1 year ago
ବର୍ଷା ତାଣ୍ଡବ, ବୁଡ଼ିଲା କନ୍ୟାଶ୍ରମ ପୋଲ

ଅର୍ଗସ ବ୍ୟୁରୋ:  ମାଲକାନଗିରିରେ ପୁଣି ବର୍ଷା ତାଣ୍ଡବ । ବୁଡ଼ିଲା କନ୍ୟାଶ୍ରମ ପୋଲ । କାଲିମେଳାରୁ ପଡିଆ ବ୍ଲକକୁ ଯାତାୟତ ବନ୍ଦ । ପୋଲ ଉପରେ ୨ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ଫଳରେ ଉଭୟ ପାର୍ଶ୍ବରେ ବହୁ ଯାନବାହାନ ଅଟକି ରହିଛି । ମାଲାକାନଗିରିରୁ ମୋଟୁ ସମେତ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଯାତିୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲ ଉପରେ ଚାଲିଛି ୨ଫୁଟର ପାଣି ।

ଝିପିଝିପି ବର୍ଷା ଲାଗିରହିଥ‌ିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ  ଉପରେ ୨ ରୁ ୪ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rains in malkangiri, drowned Kanyashram pole | Argus News