Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -   କଟକ-ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ 

Odisha

  କଟକ-ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ 

Manini Pattanayak
Browse all articles by Manini Pattanayak
·2 years ago
  କଟକ-ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ 

ଭୁବନେଶ୍ୱର:  ଆଜି ବି ଟ୍ବିନ ସିଟିକୁ ରେଡ୍ ଆଲର୍ଟ । ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ପାଇଁ ଭୁବନେଶ୍ବର ଓ କଟକକୁ ରେଡ-ଆଲର୍ଟ ଜାରି ହୋଇଛି । ଆଜି ଦିନ ୧୨ ଟା ୩୦ ସୁଦ୍ଧା ୪୧.୬  ଡିଗ୍ରୀରେ ଜଳିଲା ରାଜଧାନୀ । ୧୧ ଟା ୩୦ ସୁଦ୍ଧା ୪୧.୬ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି ।

ଆଜି ବି ରାଜ୍ୟରେ ୪୪ ଡିଗ୍ରୀ ଟପିବ ତାପମାତ୍ରା । ବାଲେଶ୍ବରରେ ୪୦.୭, ଚାନ୍ଦବାଲିରେ ୪୦.୨, କେନ୍ଦୁଝରରେ ୪୦, ଝାରସୁଗୁଡାରେ ୩୯.୫, ସମ୍ବଲପୁରରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ୪ ଦିନ ପର୍ଯ୍ୟାନ୍ତ ବଳବତ୍ତର ରହିବ ରେଡ୍  ୱାର୍ଣ୍ଣିଂ  । ଗତକାଲି ୩୩ ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା ପାରଦ  ।

ଅଧିକ ପଢନ୍ତୁ  ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy summer flow in Cuttack-Bhubaneswar | Argus News