|
logo
Live
Argus News App
GET APP

Argus News - ହେଭିଓ୍ୱେଟଙ୍କ ଓଡିଶା ଗସ୍ତ

Odisha

ହେଭିଓ୍ୱେଟଙ୍କ ଓଡିଶା ଗସ୍ତ

Banajyotshna Ray
Browse all articles by Banajyotshna Ray
·1 year ago
ହେଭିଓ୍ୱେଟଙ୍କ ଓଡିଶା ଗସ୍ତ

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ଅର୍ଥାତ ୨୩ ତାରିଖରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କରଞ୍ଜିଆ, ଧାମନଗରର ଅସୁରାଳି, ବଡ଼ଚଣା ଏବଂ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାଠାରେ ଅନୁଷ୍ଠିତ ଜନସଭାକୁ ସେ ସମ୍ବୋଧନ କରିବେ । ସେହିପରି କାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସମ୍ବଲପୁର, ଦେବଗଡ, ଚମ୍ପୁଆ ଏବଂ ବଡ଼ମ୍ବାରେ କରିବେ ନିର୍ବାଚନୀ ସଭା । ପ୍ରଥମେ ସେ  ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବେ ।  ଏହାସହ ଆସନ୍ତାକାଲି ବି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ଏବଂ ମାହାଙ୍ଗା ନିର୍ବାଚନମଣ୍ଡଳୀର କୁଳିଆ ମାର୍କେଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହେଭିଓ୍ୱେଟଙ୍କ ଓଡିଶା ଗସ୍ତ | Argus News