Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ନିବାସରେ ପହଞ୍ଚିଲେ ହେଭିଓ୍ବେଟ ନେତା

Ritu Das
Browse all articles by Ritu Das
·2 years ago
ନବୀନ ନିବାସରେ ପହଞ୍ଚିଲେ ହେଭିଓ୍ବେଟ ନେତା

ଅର୍ଗସ ବ୍ୟୁରୋ: ନବୀନ ନିବାସରେ ପହଞ୍ଚିଲେ ହେଭିଓ୍ବେଟ ନେତା ଗଣେଶ୍ୱର ବେହେରା, ନବ ମଲ୍ଲିକ, ସତ୍ୟେନ୍ଦ୍ର ହରିପାଲ, ଦେବୀ ରଞ୍ଜନ ତ୍ରିପାଠୀ, ସଞ୍ଜୀବ ମଲ୍ଲିକ, ନଳିନୀ ପ୍ରଧାନ। 

ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗୌତମ ବୁଦ୍ଧ ଦାସ, ଧ୍ରୁବ ସାହୁ, ଚକ୍ରମଣି କହଁର, ବଦ୍ରି ପାତ୍ର, ଅଭିମନ୍ୟୁ ସେଠି, ପ୍ରଣବ ପ୍ରକାଶ ଦାସ, ବିଶ୍ୱ ରଞ୍ଜନ ମଲ୍ଲିକ, ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ଅଧୀର ରଞ୍ଜନ ପାଣିଗ୍ରାହୀ, ଅନନ୍ତ ନାରାୟଣ ଜେନା, ଅରବିନ୍ଦ ମହାପାତ୍ର, ରମେଶ ବେହେରା, ଦିବ୍ୟ ଶଙ୍କର ମିଶ୍ର, ସାରଦା ନାୟକ ଏବଂ ପ୍ରତାପ ଦେବ ପ୍ରମୁଖଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି। ତେବେ ବିଜେଡି ପରାଜୟର କାରଣ ପାଣ୍ଡିଆନଙ୍କୁ ପଚାରିବାରୁ ପଛରେ କହିବେ ବୋଲି କହି ପଳାଇଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavyweight leader | Argus News