Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହବିଷ୍ୟାଳିଙ୍କ ସୁବିଧା ପାଇଁ ସରକାରଙ୍କ ପଦକ୍ଷେପ, ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ୱାରରେ ପ୍ରସ୍ଥାନ

Banajyotshna Ray
Browse all articles by Banajyotshna Ray
·1 year ago
ହବିଷ୍ୟାଳିଙ୍କ ସୁବିଧା ପାଇଁ ସରକାରଙ୍କ ପଦକ୍ଷେପ, ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ୱାରରେ ପ୍ରସ୍ଥାନ

ଅର୍ଗସ ବ୍ୟୁରୋ:  ପୁରୀରେ ହବିଷ୍ୟାଳିଙ୍କ ସୁବିଧା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି ସରକାର । ଗହଳିକୁ ଦୃଷ୍ଟିରେ ରଖି ଦୁଇଟି ଦ୍ଵାରରେ ପ୍ରବେଶ ଓ ୩ ଟି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଆଗକୁ ହବିଷ୍ୟାଳିଙ୍କ ପାଇଁ ଆହୁରି ଶୃଙ୍ଖଳିତ ବ୍ୟବସ୍ଥା କରାଯିବ । ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ । ହେଲ୍ପ ଲାଇନ ଜାରି କରାଯିବ ।

ରହଣୀରେ ଅସୁବିଧା ହେଲେ ହେଲ୍ପ ଲାଇନରେ ଜଣାଇ ପାରିବେ । ଯାହାଦ୍ବାରା ଜିଲ୍ଲା ପ୍ରଶାସନ ସହଯୋଗ କରି ପାରିବ । ପଞ୍ଜୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ଥିଲା। ପଞ୍ଜୀକରଣ କରିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଯେଉଁ ମାନେ ଏଥର ପଞ୍ଜୀକରଣ କରିନାହାନ୍ତି, ଆଗାମୀ ବର୍ଷ ସେମାନେ ପଞ୍ଜୀକରଣ କରି ଆସିବାକୁ କହିଛନ୍ତି ଆଇନ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored